Odia music is a rich and diverse genre, with a long and storied history. From traditional folk songs to modern pop hits, Odia music has something to offer everyone. One of the most popular Odia songs of all time is “Prema Rogi,” from the 1984 film of the same name.
The song is a beautiful and moving ballad about love and loss. The lyrics tell the story of a man who is deeply in love with a woman, but she is forbidden to him. He is consumed by his love for her, and his heart is filled with pain and longing.
“Prema Rogi” is a song that has resonated with many Odia listeners over the years. It is a song that speaks to the universal emotions of love, loss, and heartbreak. In this blog post, we will take a closer look at the song’s lyrics and meaning.
ପୁଅ:- ହେ ହେ … ଆହା…ହା..
ହାଁ ହାଁ ହାଁ…
ଝିଅ:- ଆହା.. ଲା ଲା ଲା
ଲା ଲା ଲା..
ପୁଅ:- ଆଜି ମୁ କହୁଛି ତୋତେ
କାଲି ବି କହିବି
ଭଲ ମୁଁ ପାଉଛି ତୋତେ
ଭଲ ମୁଁ ପାଇବି
ଝିଅ:- ପାଗଳ ପାଗଳ ପାଗଳ
ତୋତେ ପ୍ରେମୀ କହିବି ନା ପାଗଳ
ପୁଅ:- ପାଗଳ ହେଇଛି ଯଦି
ପାଗଳ ହେଇଛି ଯଦି ତୋରି ଲାଗି …
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ:- ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ପୁଅ:- ତୋ ପ୍ରେମ ରୋଗୀ
ମୁଁ ସାଜିଲା ପରେ
ଚେଇଁଛି ଖାଲି ମୁଁ ଶୋଇନି ଥରେ
ଝିଅ:- ଶୋଇଲେ ଉଠିଲେ ତୋତେ ମୁଁ ଝୁରେ
ଭୁଲି ମୁଁ ପାରୁନି ତୋ ପ୍ରେମ ଥରେ
ପୁଅ:- ଭୁଲିଚି ମୁଁ ଭୋକ ଶୋଷ
ଭୁଲିଚି ମୁଁ ଭୋକ ଶୋଷ
ତୋରି ଲାଗି..
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ:- ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ଯେଦିନୁ ହେଇଛି
ଏଇ ରୋଗ ତୋତେ
ସେଦିନୁ ଢେଇଁଛି ସେ
ରୋଗ ମୋତେ
ପୁଅ:- ତୋ ପ୍ରେମ ରୋଗୀ
ମୁଁ କହୁଛି ତୋତେ
ଲାଗୁଚି ଏ ରୋଗ ମାରିବ
ମୋତେ
ଝିଅ:- ମଲେ ମୁଁ ମରିବି ଦିନେ
ମଲେ ମୁଁ ମରିବି ଦିନେ
ତୋରି ଲାଗି ….
ଝିଅ:- ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ପୁଅ:- ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ:- ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ପୁଅ:- ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
Conclusion
“Prema Rogi” is a timeless Odia song that has captured the hearts of listeners of all ages. It is a song about the power of love, even in the face of adversity. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Prema Rogi.” It is a truly special song that will stay with you long after you listen to it.
Prema Rogi song Lyrics – Download