Mo Kalia Asuchi Rathare Lyrics in Odia – Jagannath Bhajan

Mo Kalia Asuchi Rathare Lyrics in Odia – Jagannath Bhajan

Facebook
WhatsApp
Telegram

Read the full lyrics of “Mo Kalia Asuchi Rathare lyrics” Odia song, a soulful Jagannath bhajan celebrating Lord Jagannath’s Rath Yatra. Find devotional words and meaning in Odia.

Mo Kalia Asuchi Rathare

🎶🎶🎶🎶
🎶🎶🎶🎶
ଜୟ ଜଗନ୍ନାଥ 🎶🎶
🎶🎶🎶🎶
🎶🎶🎶🎶
ବଡଦାଣ୍ଡ ଆଜି ସଜ୍ଜଵାଜ
ନନ୍ଦିଘୋଷ ଆଜି ସଜ୍ଜଵାଜ
ବଡଦାଣ୍ଡ ଆଜି ସଜ୍ଜଵାଜ
ନନ୍ଦିଘୋଷ ଆଜି ସଜ୍ଜଵାଜ
କୋଳେଇ ନବଙ୍କୁ ଭକତଙ୍କୁ
ଡାକିଦେଖ ବଳିଆର ଭୁଜ
ଶୋଭେ ହରିବୋଲ ପଡି ହୁଳହୁଳି
କାଳିଆ ଆସିଛି ଦେଉଳୁ ବାହାରି
କଳା ବାବନକୁ ଦେଖିଦେଲେ ଥରେ
ସପନ ମୋ ହବ ସତରେ 🎶

ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
🎶🎶🎶🎶🎶
ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
ମୋ କାଳିଆ ଆସୁଛି ରଥରେ🎶
. 🎶🎶🎶🎶
🎶🎶🎶🎶
ତା ରଙ୍ଗ ଅଧର ଆହା କି ସୁନ୍ଦର
ହସ ତାର ନାଲି ନାଲି
ତା ପ୍ରେମରେ ଥରେ ପଡିଛି ଯିଏ ରେ
ନିଜକୁ ଯାଇଛି ଭୁଲି
🎶🎶🎶🎶🎶
ତା ରଙ୍ଗ ଅଧର ଆହା କି ସୁନ୍ଦର
ହସ ତାର ନାଲି ନାଲି
ତା ପ୍ରେମରେ ଥରେ ପଡିଛି ଯିଏ ରେ
ନିଜକୁ ଯାଇଛି ଭୁଲି
ତା ରଥ ଦଉଡି ନବା ପାଇଁ ଭିଡ଼ି
ଆସିଛିରେ ଆଜି ସବୁ କାମ ଛାଡିରଥ ଟଣା ଭାଗ୍ୟ ମିଳଇ ଯାହାକୁ
ସିଏ ବଡ଼ ପୁଣ୍ୟବନ୍ତରେ
ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
🎶🎶🎶🎶
ମୋ କାଳିଆ ଆସୁଛି ରଥରେ🎶
ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
ମୋ କାଳିଆ ଆସୁଛି ରଥରେ🎶
🎵🎵🎵🎵🎵
ଯଉଁଠି କାଳିଆ ସେଇଠି ଗହଳି
ଜାଣିଛି ସତେ ସେ ଗୁଣି
କହିବା ଆଗରୁ ମନ କଥା ସବୁ ସେ ପୁଣି ଦଉଛି ଶୁଣି
🎶🎶🎶🎶
🎶🎶🎶🎶
ଯଉଁଠି କାଳିଆ ସେଇଠି ଗହଳି
ଜାଣିଛି ସତେ ସେ ଗୁଣି
କହିବା ଆଗରୁ ମନ କଥା ସବୁ ସେ ପୁଣି ଦଉଛି ଶୁଣି

ସବୁ ଦେଖୁଛିରେ ସେ ଚକାଡୋଳା
ନୀଳାଚଳ ଧାମେ ଲାଗିଛି ତା ନୀଳା
ଜୟ ଜଗନ୍ନାଥ କହି କହି ଆଜି
ଟେକି ଦେଲି ଦୁଇ ହାତରେ

ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
ମୋ କାଳିଆ ଆସୁଛି ରଥରେ🎶
🎶🎶🎶🎶🎶
ଆଷାଢ଼ ବାସିଆ ଜାତରେ
ମୋ କାଳିଆ ଆସୁଛି ରଥରେ
ମୋ କାଳିଆ ଆସୁଛି ରଥରେ🎶
ମୋ କାଳିଆ ଆସୁଛି ରଥରେ🎶

Ama Gaan Ananta Lyrics in Odia
ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ
Ki Heba Mandu Posile Lyrics | କି ହେବ ମାଣ୍ଡୁ ପୋଷିଲେ
To Badapana Ku Dhik Lyrics in odia
watch original video in you tube – click here

Leave a Comment

You cannot copy content of this page