Lanthana Dekhei Dela Lyrics – ଲଣ୍ଠନ ଦେଖେଇ ଦେଲ

Lanthana Dekhei Dela Lyrics – ଲଣ୍ଠନ ଦେଖେଇ ଦେଲ

Facebook
WhatsApp
Telegram

Lanthana Dekhei Dela (ଲଣ୍ଠନ ଦେଖେଇ ଦେଲ) is a beautiful Odia lyrical song sung by Govinda Chandra, featuring artists Kumar Sagar and Lina. This melodious track from the album PE0068 – Lanthana Dekhei Dela is presented by Pabitra Entertainment and aired on Odisha Radio.

The song is beautifully written by Nirmal Nayak and composed by Abhijit Majumdar, delivering a soulful and energetic musical experience loved by Odia music fans.

On this page, you can read the full Lanthana Dekhei Dela Odia song lyrics, enjoy the lyrical version, and explore details about the song credits.

Stay connected for more new Odia album songs, Odia dance songs, and top Odia lyrical songs updated regularly.

Lanthana Dekhei Dela (ଲଣ୍ଠନ ଦେଖେଇ ଦେଲ) Lyrics

🎶🎶🎶🎶🎶
🎶🎶🎶🎶🎶
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ 😨
ଆଁ….
ଆଁ…
ହାନି ଲାଭ ବୁଝୁଥିଲ
ଛାତି ହେଉଥିଲା ଦୁଲୁ ଦୁଲୁ 😇
ଆଁ…
. ଆଁ…
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ 😨
ହାନି ଲାଭ ବୁଝୁଥିଲ
ଛାତି ହେଉଥିଲା ଦୁଲୁ ଦୁଲୁ😇
ଆମେ ଯେତେବେଳେ ତମକୁ କହିଲ ପାଉଚ ବୋଲି ଭଲ
ମଲ୍ଲୀ ପାଉଚ ବୋଲି ଭଲ
ଏ କଣ କଲ ?🤔
……….
ଲଣ୍ଠନ ଦେଖେଇ ଦେଲ
ଦିନରେ ବାବା ଲଣ୍ଠନ ଦେଖେଇ ଦେଲ 😆
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ
ହାନି ଲାଭ ବୁଝୁଥିଲ
ଛାତି ହେଉଥିଲା ଦୁଲୁ ଦୁଲୁ
🎶🎶🎶🎶

🎶🎶🎶🎶

ସଜନା ଗଛକୁ ଛଡେଇ ଦେଲ
ନାଗୀ ନଗେଇ ଡାହି ଭାଙ୍ଗିଲ
ଗଳି ପାଇଲି ମୁଁ 🥹
ଆଉ କାହା ସାଥେ ଗାଡ଼ିରେ ଚଢି ତେମେ ହେଇଗଲ ଛୁଁ
ତେମେ ହେଇଗଲ ଛୁଁ 🎶
ଆଁ…
. ଆଁ…

ସଜନା ଗଛକୁ ଛଡେଇ ଦେଲ
ନାଗୀ ନଗେଇ ଡାହି ଭାଙ୍ଗିଲ
ଗଳି ପାଇଲି ମୁଁ 🎶
ଆଉ କାହା ସାଥେ ଗାଡ଼ିରେ ଚଢି ତେମେ ହଇଗଲ ଛୁଁ
ତେମେ ହଇଗଲ ଛୁଁ 🎶
ଆମେ ଯେତେବେଳେ ତମକୁ କହିଲ ହବକି ଟିକେ ଗେଲ
ମଲ୍ଲୀ ହବକି ଟିକେ ଗେଲ
ଏ କଣ କଲ ? 🫠
ଲଣ୍ଠନ ଦେଖେଇ ଦେଲ
ଦିନରେ ବାବା ଲଣ୍ଠନ ଦେଖେଇ ଦେଲ
🎶🎶🎶
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ
ହାନି ଲାଭ ବୁଝୁଥିଲ
ଛାତି ହଉଥିଲା ଦୁଲୁ ଦୁଲୁ😆
🎶🎶🎶🎶🎶
🎶🎶🎶🎶🎶
ଚେହେରା ସିନା ଏତେ ସୁନ୍ଦର
ମନରେ ତୁମ ଖାଲି ଜହର
ଜାଣିନଥିଲି ମୁଁ
କଲିଜା ମୋର ଜାଳି ଦେଇଚ
ପୋଡୁଛି ହୋ ହୋ
ପୋଡୁଛି ହୋ ହୋ
ଆଁ…. ଆଁ…
ଚେହେରା ସିନା ଏତେ ସୁନ୍ଦର
ମନରେ ତୁମ ଖାଲି ଜହର
ଜାଣିନଥିଲି ମୁଁ
କଲିଜା ମୋର ଜାଳି ଦେଇଚ
ପୋଡୁଛି ହୋ ହୋ 😡
ପୋଡୁଛି ହୋ ହୋ 😡
ଆମେ ଯେତେବେଳେ କଣ୍ଟାକୁ ଡେଇଁ ତୋଳିଆଣିଲ ଫୁଲ,🌹
ମଲ୍ଲୀ ତୋଳିଆଣିଲ ଫୁଲ
ଏ କଣ କଲ…?
ଲଣ୍ଠନ ଦେଖେଇ ଦେଲ
ଦିନରେ ବାବା ଲଣ୍ଠନ ଦେଖେଇ ଦେଲ 😇
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ
ଆଁ….
ଆଁ…
ହାନି ଲାଭ ବୁଝୁଥିଲ
ଛାତି ହଉଥିଲା ଦୁଲୁ ଦୁଲୁ 😆
ଆଁ….
ଆଁ…
ତମେ ଥିଲ ଆମେ ଥିଲୁ
ବା ବହୁଥିଲା ସୁଲୁ ସୁଲୁ
ହାନି ଲାଭ ବୁଝୁଥିଲ
ଛାତି ହଉଥିଲା ଦୁଲୁ ଦୁଲୁ
ଆମେ ଯେତେବେଳେ ତମକୁ କହିଲ ପାଉଚ ବୋଲି ଭଲ
ମଲ୍ଲୀ ପାଉଚ ବୋଲି ଭଲ
ଏ କଣ କଲ ?
……….
ଲଣ୍ଠନ ଦେଖେଇ ଦେଲ
ଦିନରେ ବାବା ଲଣ୍ଠନ ଦେଖେଇ ଦେଲ
ଲଣ୍ଠନ ଦେଖେଇ ଦେଲ 💆
ଦିନରେ ବାବା ଲଣ୍ଠନ ଦେଖେଇ ଦେଲ😇
🎵🎵🎵

Leave a Comment

You cannot copy content of this page