Durgas Lori Lyrics in Odia

Durgas Lori Lyrics in Odia

Durgas Lori Lyrics in Odia

Facebook
WhatsApp
Telegram

Read the full Durga’s Lori Lyrics – a soulful Odia lullaby from the movie Durga, sung by Ananya Sritam Nanda. With heartfelt lyrics by Dr. Nirmal Nayak and music by Abhijit Majumdar, this song beautifully portrays a mother’s unconditional love. Presented by Sidharth Music.

Durgas Lori Lyrics in Odia

ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶

ଚନ୍ଦନର ପାଲିଙ୍କିରେ ରେଶମି ଡୋର
ଝୁଲି ଝୁଲି ଆସୁଛିରେ ମାଣିକ ମୋର
🎶🎶🎶🎶
ଅହଃ
କୋଳ ଝୁଲଣାକୁ ମୋର ସିଏ ଯେବେ ଆସିବ
ତୁନି ତୁନି ଓଠରେ ସେ ମାଆ ବୋଲି ଡ଼ାକିବ
ପାଇଯିବି….କୋଟିନିଧି… ସେ ଡାକରୁ…

ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
🎶🎶🎶🎶
କୁନି କୁନି ତୋର ଚାନ୍ଦ ମୁହଁଟି
ରୋଷଣି ମୋ ଅନ୍ଧାର ଘରେ
କଳା ଟିପା ତତେ ପିନ୍ଧାଇ ଦେବିଲ
ଲାଗିବନି କାହା ନଜର ତୋ ଉପରେ
🎶🎶🎶🎶
ରାତି ଦିନ ଦେଖିବି ତତେ ମୁଁ
କଣ୍ଢେଇଟି ପରି ସଜେଇ
ପଣତ କାନିରେ ବାନ୍ଧିରଖିବି ମୁଁ
ଦେବି ନାହିଁ ତତେ କେବେ ହଜେଇ
ତୁ ମୋର ଅଲି ଅଳି ରଜ ଦୋଳନୀ
ସାତ ସରଗର ସୁଖ ଦେଲୁ ଆଣି
ଛାଡିବିନି ତତେ କେବେ ମୋ ପାଖରୁ……

ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶

ତୋର ଏହି ନିରୀହ ଚାହାଣି
କଅଁଳିଆ ନିଷ୍ପାପ ମନ
ଦେଖିଦେଲେ ସବୁ ଦୁଃଖ ଭୁଲିଯାଏ
ତ ପାଇଁ ଜିଇଁଛି ମୋର ଏହି ଜୀବନ
ହେଲେ ଆଜି ତୋ ପାଖରେ ଋଣୀ ମୁଁ
ଦେଲୁ ମତେ ମାତୃତ୍ୱ
କପାଳରେ ତୋର ଦୁଃଖ ଦଉଥିବି
ଭୋକ ହେଲେ ଛାତି ଚିରି ଦେବି ଅମୃତ
ତୁ ମୋର ଆଖି ସାକ୍ଷୀ..
ତୁ ମୋର ନିଶ୍ୱାସ
ଲାଗିଯାଉ ତୋ ଉପରେ ମୋର ସବୁ ଆୟୁଷ
ଝୁରୁଥା ସଞ୍ଜିବନୀ ତୋ ହସରୁ
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶

ମମତା ନଈରେ ତୁ ସୁନା ବଇଦ
ଭଙ୍ଗା ଦେଉଳରେ ଥିଲୁ ଲାଗଇ ନେତ
ଆସୁ ଝଡ଼ ଆସୁ ମେଘ
ହବୁ ନାହିଁ ଛାନିଆ
ତୋ ପାଇଁ କି କୋଳ ମୋର
ନିରାପଦ ଦୁନିଆ
କିଏ ଅଲଗା କରିବ ମାଆ ସ୍ନେହରୁ

ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶
ଲାରେ ଲାରେ ରାରେ ରୁ 🎶
ଲାରେ ରାରେ ରୁ 🎶

Leave a Comment

From Most Popular Categories

You cannot copy content of this page