Dhoka Shayari in Odia

Dhoka Shayari in Odia

Dhoka Shayari in Odia

Facebook
WhatsApp
Telegram

ଯିଏ ଆମ ଭାଗ୍ୟରେ ନାହିଁ – ତା ପାଇଁ ଯେତେ ଲୁହ ଗଡେଇଲେ ବି

ସିଏ ଆମକୁ ମିଳିବନି –

ଯଦି କେହି ତୁମକୁ Bye କହିଲା ପରେ ବି – Online ରହୁଛି

ତ ଜାଣିନିଅ ତା Life 🧬ରେ ତୁମକୁ Value

କମ୍ ହୋଇ ହୋଇ ଯାଉଛି

ସମ୍ପର୍କ, ପ୍ରେମ, ମିତ୍ରତା – ସବୁ ଜାଗାରେ ମିଳିଥାଏ

କିନ୍ତୁ ମଣିଷ ସେଇଠି ଅଟକିଯାଏ – ଯେଉଁଠି ତାର ଆଦର ହୋଇଥାଏ

ଦୁନିଆରେ ସବୁଠାରୁ ବଡ଼ – Motivation

କେହି ଜଣେ ଖାସ୍ ଲୋକଠାରୁ – ମିଳିଥିବା ଧୋକା

ଗୋଟେ ଝିଅକୁ ତୁମେ ତୁମର – Gf ସେତେବେଳେ ବନାଅ

ଯେତେବେଳେ ତୁମେ ତାଙ୍କୁ ତୁମର – wife ବନେଇବାର ହିମ୍ମତ ରଖିଛ

ଏତେ ଦୁଃଖରେ ରହିବା – ବି ଠିକ୍ ନୁହେଁ

ଟିକେ ହସିଦିଅନା – ଏ ଜୀବନଟା ତ ତୁମର ନାଁ

କୌଣସି ଝିଅ ହୃଦୟରୁ – ଖରାପ ହୋଇନଥାନ୍ତି

ତାଙ୍କର ବି କିଛି ମଜବୁରି ଥାଏ – ଯାହାକୁ ଲୋକମାନେ ଧୋକା କହିଥାନ୍ତି

ଥକି ଗଲିଣି ମୁଁ – କଷ୍ଟକୁ ଲୁଚେଇ ଲୁଚେଇ

ଆଉ ଲୋକମାନେ କହୁଛନ୍ତି – ମୁଁ ବହୁତ ହସୁଛି

ଭୁଲ୍ ଯାହାର ଥାଉ ନା – କାହିଁକି

ହେଲେ ଲୁହ ସବୁବେଳେ – ଠିକ୍ ଲୋକ ଆଖି 👀 ରୁ ଝରିଥାଏ

ଯେବେ କେହି ଆପଣାର ବିନା କାରଣରେ – ଆମକୁ ignore କରିଥାଏ ନା

ତ ସତ କହୁଛି – ହୁଦୟରୁ ବହୁତ କଷ୍ଟ ହୋଇଥାଏ

Coming Soon

Thank you for visiting our website for job related search visit here

Leave a Comment

You cannot copy content of this page