Bara Debe Siba Sankar Lyrics | Bolbom Bhajan by Shakti Mishra & Amaresh Mishra

Bara Debe Siba Sankar Lyrics 

Bara Debe Siba Sankar Lyrics | Bolbom Bhajan by Shakti Mishra & Amaresh Mishra

Facebook
WhatsApp
Telegram

Listen to the soulful Bolbom Bhajan “Bara Debe Siba Sankar” sung by Shakti Mishra with music by Amaresh Mishra. A divine presentation from Jema Creation Bhakti dedicated to Lord Shiva.

Bara Debe Siba Sankar Lyrics 

ଆଷାଢର ଶେଷେ ଆସିଲା
ଧାରା ଶ୍ରାବଣ
ଚାଲ ଆମେ ଶିବଙ୍କ ପାଦେ
ନେବାରେ ଶରଣ
ଆଷାଢ଼ର ଶେଷେ ଆସିଲା
ଧାରା ଶ୍ରାବଣ
ଚାଲ ଆମେ ଶିବଙ୍କ ପାଦେ
ନେବାରେ ଶରଣ
କାଉଡି କାନ୍ଧେଇ ଯିବା ସାଥି ହୋଇ
କାଉଡି କାନ୍ଧେଇ ଯିବା ସାଥି ହୋଇ
ବାବାଙ୍କ ମଥାରେ ଆମେ ଢ଼ାଳିବା ଜଳ

ବର ଦେବେ ବର ଦେବେ ବର ଦେବେ
ଆମକୁ ଶିବ ଶଙ୍କର
ଭରି ନେବେ ଦୁଃଖ ସବୁ ବରଷିବେ
ସଭିଙ୍କୁ କୃପା ଅପାର
🎵🎵🎵🎵🎵
ବାଟ ଚାଲିବାରେ ବରଷାରେ ଆମେ ଭିଜି ଭିଜି
ଭାବ ଭକତିରେ ଶିବନାମ ତୁଣ୍ଡେ ଭଜି ଭଜି

ବାଟ ଚାଲିବାରେ ବରଷାରେ ଆମେ ଭିଜି ଭିଜି
ଭାବ ଭକତିରେ ଶିବନାମ ତୁଣ୍ଡେ ଭଜି ଭଜି
ହେଲେ ସୋମବାର ପାହାନ୍ତି ପହର
ହେଲେ ସୋମବାର ପାହାନ୍ତି ପହର
ଅଭିଶେକ କରିବାରେ ଜପି ମନ୍ତର

ବର ଦେବେ ବର ଦେବେ ବର ଦେବେ
ଆମକୁ ଶିବ ଶଙ୍କର
ଭରି ନେବେ ଦୁଃଖ ସବୁ ବରଷିବେ
ସଭିଙ୍କୁ କୃପା ଅପାର
🎶🎶🎶🎶
🎶🎶🎶🎶
ଆଷାଢ଼ ଯେମିତି ଆକାଶକୁ ମାଟି ସାଥିରେ ଚଢେ
ଶ୍ରାବଣ ସେମିତି ଶିବ ସାଥେ ଭାବ ସେତୁକୁ ଗଢେ
🎶🎶🎶🎶
ଆଷାଢ଼ ଯେମିତି ଆକାଶକୁ ମାଟି ସାଥିରେ ଚଢେ
ଶ୍ରାବଣ ସେମିତି ଶିବ ସାଥେ ଭାବ ସେତୁକୁ ଗଢେ

ସେ ଯେ ଅଶୋତୋଷ ହୋଇବେରେ ତୋଷ …. (2)
ଅରଜିଲେ ମନ ତାଙ୍କ ଚରଣ ତଳ

ବର ଦେବେ ବର ଦେବେ ବର ଦେବେ
ଆମକୁ ଶିବ ଶଙ୍କର
ଭରି ନେବେ ଦୁଃଖ ସବୁ ବରଷିବେ
ସଭିଙ୍କୁ କୃପା ଅପାର
ବର ଦେବେ ବର ଦେବେ ବର ଦେବେ
ଆମକୁ ଶିବ ଶଙ୍କର
🙏

Leave a Comment

You cannot copy content of this page