25 + Odia Quote on Life | Free Copy

25 + Odia Quote on Life Free Copy

25 + Odia Quote on Life | Free Copy

Facebook
WhatsApp
Telegram

Odia Quote on Life : With the advent of digital platforms, we have seen a huge rise in terms of self-empowerment. This is one trend that we cannot ignore as it helps people know their inner voice and live life on their own terms.

The best part about this change is that there are now tools available to help you express your thoughts freely. Just go through your favorite quotes section in your favorite app for inspiration or explore some great ones on ThoughtDoh as well!

25 + Odia Quote on Life

ଲୋକଙ୍କ ପ୍ରକୁତ ଚେହେରା ସତେବେଳେ ଦେଖାଯାଏ

ଯେତେବେଳେ ତାଙ୍କ ଜୀବନରେ ଆମର ଆବଶ୍ୟକତା ସରିଯାଏ

odiashayari.net

ଯେଉଁମାନେ ଦୁଃଖ ସମୟରେ ଲୁଚାନ୍ତି ,

ସୁଖ ସମୟରେ ରୁହନ୍ତି ,

ସେମାନେ ଶତୃ ଅପେକ୍ଷା ଅତି ଭୟଙ୍କର |

ସେମାନଙ୍କ ଠାରୁ ଦୁରେଇ ରହିବା ଭଲ

କିଛି ଲୋକଙ୍କୁ ଯେତେ ଆପଣାର କରି ରଖିଲେ ସୁଦ୍ଧା

ସମୟ ଆସିଲେ ସେମାନେ ଆପେ ଆପେ ପର ହୋଇଯାନ୍ତି

ସଦାସର୍ବଦା ମୁଁ ହିଁ ଠିକ ଏପରି ଭାବି ନିଜର ଅହଙ୍କାରକୁ ମନରେ ଜାଗ୍ରତ  କରନାହିଁ

ଅନ୍ୟର କଥାକୁ ପ୍ରଥମେ ଶୁଣନ୍ତୁ,  ଆଉ ବୁଝିବାକୁ ଚେଷ୍ଟା କରନ୍ତୁ

ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ

ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ

କିଛି କଷ୍ଟ ମଣିଷକୁ ପଥର କରି ଦେଇଥାଏ

କିଛି ଅଭିମାନ ମଣିଷକୁ ପର କରିଦେଇଥାଏ

କିଛି ଭୁଲ ମଣିଷକୁ ପ୍ରକୃତ ଶିକ୍ଷା ଦେଇଥାଏ

ଆଉ ବସ୍ତବତା  ପ୍ରତେକ ମଣିଷକୁ ବଦଳାଇ ଦେଇଥାଏ

ଜୀବନରେ ଅନେକ ଲୋକ ଯିବେ ଆଉ ଆସିବେ

ହେଲେ ସେଇ ଲୋକ ତୁମ ସାଥିରେ ରହିବେ

ଯିଏ ତୁମ ହସରେ ହସୁଥିବେ ଆଉ ଦୁଃଖରେ କାନ୍ଦୁଥିବେ

ମିଠାକଥା ଟିଏ ଅମୃତ କଳସ

ଛୋଟ ଉପକାର ଟିଏ ବନ୍ଧୁତାର ବିଶ୍ୱାସ

ମନ୍ଦ ଚିନ୍ତା ଟିଏ ପତନର କାରଣ

ଭଲ ଭାବନା ଟିଏ  ସଫଳତାର ପାହାଚ

ଜୀବନଟା ବହୁତ ସୁନ୍ଦର ଏହାକୁ ଅଧିକ ସୁନ୍ଦର କରିବାକୁ ଚେଷ୍ଟା କରନ୍ତୁ

ବ୍ୟବହାର ଏମିତି କରନ୍ତୁ ଯେପରି ଅନ୍ୟକୁ କଷ୍ଟ ନ ହୁଏ

ହୃଦୟକୁ ଏମିତି ରଖନ୍ତୁ ଯେପରିକି ଅନ୍ୟକୁ ଦୁଃଖ ନ ଲାଗେ

ସମ୍ପର୍କ ଏମିତି ରଖନ୍ତୁ ଯାହାର କେବେ ଅନ୍ତ ନ ହେବ 

ଏକୁଟିଆ ଲଢ଼ିବାକୁ ପଡି ଥାଏ ଜୀବନର ଲଢେଇ

ଲୋକେ ଏଠି ଭରସା ଦିଅନ୍ତି ସାହାରା ନୁହେଁ

ରାଗକୁ ମନରେ ଜାଗା ଦେଲେ ସମ୍ପର୍କ ନଷ୍ଟ ହୁଏ

ଅଭିମାନ କୁ ମନରେ ବାନ୍ଧି ରଖିଲେ ଦୂରତ୍ଵ ସୃଷ୍ଟି ହୁଏ

କିନ୍ତୁ ସବୁ ଭୁଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବ ଭଳି ସ୍ଥାୟୀ ରହେ

ଅହଂକାର ଓ କ୍ରୋଧ ଗୋଟିଏ ସୁସମ୍ପର୍କକୁ ଭାଙ୍ଗିଦେଇପାରେ

କିନ୍ତୁ କ୍ଷମା ଓ ଭଲ ପାଇବା ଗୋଟିଏ ଖରାପ ସମ୍ପର୍କକୁ ମଧ୍ୟ ଭଲ କରିଦେଇପାରେ

କିଏ ଜଣେ କେଉଁ ରାତି ଜୀବନ ଶେଷ ରାତି

ଜୀବନର ଶେଷ କଥା ହେବ ରାଗ ହିଂସା ଛାଡି

ହସ ଖୁସାରେ କଥା ହୁଅ ବନ୍ଧୁ

କିଏ ଜଣେ କେଉଁ ଦେଖା

ଜୀବନରେ ଶେଷ ଦେଖା ହେବ

ଭୁଲ ହେବ ପ୍ରକୃତି ଅଟେ

ମନିଯିବା ସଂସ୍କୃତି ଅଟେ

ଏବଂ ସୁଧାରିଯିବା ପ୍ରଗତି ଅଟେ

ହିସାବ କିତାବ ଭଗବାନ ଠିକ ହିଁ କରିଥାନ୍ତି

ଯାହାର ପ୍ରମାଣ …

ମଣିଷକୁ ଖାଲି ହାତରେ ପଠାନ୍ତି

ଆଉ ଖାଲି ହାତରେ ବି ନେଇଯାଆନ୍ତି

Thank you for visiting our website for job related search visit here

Odia Quote on Life, Odia Quote on Life

Leave a Comment

From Most Popular Categories

You cannot copy content of this page