Odia music is a treasure trove of beautiful and melodious songs. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Mu Raja Tu Rani,” by the singer-songwriter Humane Sagar.
The song is a beautiful and romantic ballad about love and devotion. The lyrics tell the story of a couple who are deeply in love and cherish each other. The singer compares himself to a king and his beloved to a queen, and vows to love and protect her forever.
“Mu Raja Tu Rani” is a song that has resonated with many Odia listeners. It is a song that speaks to the universal emotions of love, devotion, and commitment. In this blog post, we will take a closer look at the song’s lyrics and meaning.
ଝିଅ:-
ଲୁହରେ ସରୁ କି ହସରେ ସରୁ
କି କୋହରେ ସରୁ ଏ ପ୍ରେମ କାହାଣୀ
ତୋ ରାଜା ମୁଁ ରାଣୀ..
ତୋ ରାଜା ମୁଁ ରାଣୀ..
ପୁଅ:-
କିଛି ପ୍ରେମ କାହାଣୀ ସତ କେବେ ହୁଏନି
କିଛି ପ୍ରେମ କାହାଣୀ ମନେ ଜମା ରହେନି
ଯଦି ଲହୁ ରେ ଭିଜିବ ଆମ କାହାଣୀ….
ଝିଅ:-
ତୁ ରାଜା ମୁଁ ରାଣୀ
ତୁ ରାଜା ମୁଁ ରାଣୀ
ମେଘ ଥରେ ପାହାଡ଼ ରେ ବାଜିଗଲେ
ମାଟିରେ ପଡେ ସେ ଝରି
ନଈ ଥରେ ବହିଗଲେ
ଆଉ ଥରେ ଆସେନା ପଛକୁ ଫେରି..
ପୁଅ:-
କିଛି କିଛି ମେଘ ତ ପବନରେ ଭାସିଛି
କିଛି କିଛି ନଈ ଯେ ଅଧା ବାଟେ ହଜିଛି
ଯଦି ଆଧାରେ ହଜିବ ଆମ କାହାଣୀ..
ଝିଅ:-
ତୁ ରାଜା ମୁଁ ରାଣୀ..
ତୁ ରାଜା ମୁଁ ରାଣୀ..
ଜୀବନର ସପନ ମୋ
ତୋ ଭିତରେ ଖୋଜି ତ ଯାଇଛି ପାଇ
ଦୁନିଆରେ ସବୁ ମିଳେ
ତୋ ପରି ହୃଦୟ ମିଳିବ କାହିଁ
ପୁଅ:-
କିଛି କିଛି ସପନ ସକାଳକୁ ଲିଭିଛି
କିଛି କିଛି ହୃଦୟ ବିରହରେ ଜଳିଛି
ଯଦି ଯୁଇରେ ଜଳିବ ଆମ କାହାଣୀ…
ଝିଅ:-
ତୁ ରାଜା ମୁଁ ରାଣୀ
ତୁ ରାଜା ମୁଁ ରାଣୀ..
ଲୁହରେ ସରୁ କି ହସରେ ସରୁ
କି କୋହରେ ସରୁ ଏ ପ୍ରେମ କାହାଣୀ
ପୁଅ:-
ମୁଁ ରାଜା ତୁ ରାଣୀ
ମୁଁ ରାଜା ତୁ ରାଣୀ
ମୁଁ ରାଜା ତୁ ରାଣୀ
ମୁଁ ରାଜା ତୁ ରାଣୀ…
Conclusion
“Mu Raja Tu Rani” is a timeless Odia song that has captured the hearts of listeners of all ages. It is a song about the power of love and the importance of cherishing the people we love. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Mu Raja Tu Rani.” It is a truly special song that will stay with you long after you listen to it.
Mu Raja Tu Rani Lyrics – Download