Download the full lyrics of the Odia song “କି ହେବ ମାଣ୍ଡୁ ପୋଷିଲେ” (Ki Heba Mandu Posile) for free. Get HD quality MP3, PDF lyrics, and listen online. No ads, fast & easy access.
Ki Heba Mandu Posile Lyrics
ଓଃ… ମାଣ୍ଡୁ….. ମାଣ୍ଡୁ..
ଆରେ କାହା ମାଣ୍ଡୁ
ଓଃ… ମାଣ୍ଡୁ….. ମାଣ୍ଡୁ..
ମୁଁ କାହା ମାଣ୍ଡୁ କହିଲ
ତମର ନା ନା ତାଙ୍କର
ତମର ବା କହିଲି ।
One’s for confuse yr
🎶🎶🎶🎶🎶
ଯାହା ବୋପାର ପଇସା ଅଛି ତାକୁ welcom
ଧନ ଟିକେ ଡାକିଦେଲେ ଦବ iphone
ଆଗ ଦେଖ କାହାର ପକେଟ ନାଲି
ଭଲ ମୂର୍ଗା ଦେଖିହୁଅ ତା ଦିଲ୍ଲବାଲି
ଆଲୋ ଗାଡି ସିନା ଆମର ପୋଟ ତେଲ
ଦିନରାତି ପଛେ ନ କରୁ ଗେଲ
ହେଇଟି ପୁଅ ସବୁ ଯେତେକ
ଶସ୍ତା ଵାଲା ପ୍ରେମିକ
ତୋଳେଇ ନେବେ ଯିଏ ମିଳିଲେ
ଚଳେଇବାକୁ ଆମର କିଛି ନାହିଁ ନା କଣ
ଯୋଗନୀଖିଆ ଭାରି ଜଡ଼
ଆଗ କାଳରେ ଅଲଗା ଥିଲା ପ୍ରେମିକ ପ୍ରେମିକା ନୀତି
ଗୋଟେ ପଘାରେ ବନ୍ଧା ଥିଲା ଏ ପ୍ରେମି ଯୁଗଳଙ୍କ ତଣ୍ଟି
ଆଲୋ ଖାଲି ଯୁଆଡେ ଗଲୁ ହାଁ ହାଁ
ଆରେ ଏମିତି କାହିଁ ହଉଛୁ 😉
ଯୁଗ ସାଙ୍ଗରେ ବଦଳିଗଲା ପ୍ରେମର defination
ଘଡିକେ ଘଡି ବଦଳେ ଏଠି Romio😍 ଟୋକାଙ୍କ ମନ
ଲଭରଟେ ଥିଲେ ପ୍ରବଳ ଲାଭ
ନ ସରୁଣୁ ଆଗ Recharg💱 ହବ
Cosmetic💄 ଆମର ନ କହୁଣୁ ହାଜର
କିଇନ୍ତି ହବ ବକରା ନ ଥିଲେ
What’s yr plz setup yr🤣
Ohh my God English 🫣
କଣ ବେଶି ମାଗୁଛି ଖାଲି ଟିକେ recharg କରିଦବ parlour ନେଇଯିବ
ସେତିକି ଯଦି ନ କରି ପାରିବ କାହିଁ ଭଲ ପାଉଚ ।
ଯୁଗୁଣିଖିଆ
🎶🎶🎶🎶
ଯାହାକୁ ମୁଁ ଭଲ ପାଏ
ତା ପାଇଁ ପାଗଳ
ଭାଇ ତା ପାଇଁ ପାଗଳ 😇
ଭାଇ ତା ପାଇଁ ପାଗଳ😇
ତାକୁ ଦେଖିବାକୁ ମନ ହୁଏ ମୋ ବିକଳ
ବାଇ ମନରେ ମୋ ଧନରେ
ବୋଉଲୋ 😪
ତୁ ଏଡ଼େ ମାଡୁଆଟେ
ସେଥିପାଇଁ ମିଲି ତୋତେ ଛାଡି ପଳାଇଲା 🤣
ହେ ଭଗବାନେ 🎶
ପୁଅଙ୍କୁ ଏଠି କାବୁ କରିବା ନୁହଁ ବାବୁ ବେଶି କଷ୍ଟ
ଆଜି କାଲିକା ଭେଣ୍ଡିଆ ସବୁ
ଅଙ୍ଗନବାଡିରୁ ନଷ୍ଟ 🤑
ଏ ଛୁଆ ଗୁଡାକ କଣ ହେଲା ଭଳିଆ ହଉଛନ୍ତି
ଖାଲି ତ କନକନ ।
ଆଗୁଆ ଜମା ଭାଉ ଦବନି
ନ ହେଲେ ଭାବିବେ ଶସ୍ତା
ହାଉଲେ ଦେଇ ହାତରେ ଧରା
Clear କରିବ ରାସ୍ତା
ଆଉଁସି ଆଉଁସି ତାଙ୍କୁ ରଖିବ
ଆଜ୍ଞାଧିନା ହେଇ ପାଖେ ରହିବ
ସକାଳା ଆଉ ସଞ୍ଜରେ
ଇଚ୍ଛା ନ ଥାଉ ମିଛରେ
ଖୁସି ହେବେ Love u❤️ କହିଲେ
ଧନ ମୋ mammy କହୁଥିଲେ
କଣ କହୁଥିଲେ
ତମକୁ ଘରର ଜ୍ୱାଇଁ କରିବେ 🫣ଟିକେ ଶୁଣିବେ କି
କଣ କହୁନ
ଫୁଲକୁ ମାଗିଲି ଫୁଲଟିଏ
ଫୁଲ କରିଦେଲା ମନା 🤣
Wow…… Wow…..
ଫୁଲକୁ ମାଗିଲି ଫୁଲଟିଏ
ଫୁଲ କରିଦେଲା ମନା🤣
ତା ପରେ
ଗୀତଟା କେମିତି ହୋଇଛି ଟିକେ କୁହନା 🥰
ହସିଦେ ହସିଦେ ମାଆ ମୋର ଓଡିଆ ଭଜନ | Haside Haside Maa Mora Odia Lyrics
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ