Read the full lyrics of the soulful Odia song Hayere Jibana from the movie Delivery Boy. Sung by Rituraj Mohanty, penned by Surya Mohapatra, and composed by Baidyanath Dash, this emotional track stars Sailendra & Priyambada.
Hayere Jibana Odia Song Lyrics
ପୃଥିବୀ କାଇଁ ଲାଗୁଛି ଫିକା
ଲିଭିଗଲା ରଙ୍ଗ
ଆକାଶେ ଆଜି ସୁରୁଜ ନାହିଁ
ଲୁଚେଇଲା ମେଘ
🎶🎶🎶🎶
ପୃଥିବୀ କାଇଁ ଲାଗୁଛି ଫିକା
ଲିଭିଗଲା ରଙ୍ଗ
ଆକାଶେ ଆଜି ସୁରୁଜ ନାହିଁ
ଲୁଚେଇଲା ମେଘ
କେବେ ଖରା କେବେ ଛାଇ
ମୋ ସାଥିରେ ଖେଳୁ କାହିଁ
ଏତେ ଛକି ଶୂନ
ହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ 🎶
ହାଏରେ ଜୀବନ🎶
ଭାଙ୍ଗିଯାଏ ହୃଦୟର ବାଲିଘର
ଝଡ ପରି ଲାଗେ ଚଇତି
ବେଳେ ବେଳେ ହସିବାକୁ ପଡେ ଏଠି
କୋହକୁ ଛାତିରେ ସାଇତି।
🎶🎶🎶
ଭାଙ୍ଗିଯାଏ ହୃଦୟର ବାଲିଘର
ଝଡ ପରି ଲାଗେ ଚଇତି
ବେଳେ ବେଳେ ହସିବାକୁ ପଡେ ଏଠି
କୋହକୁ ଛାତିରେ ସାଇତି।
ଭିଡ଼ ଭିତରେ ଲାଗେରେ ଏକା
ଆଖିଯାଏ ଭିଜି
ଇଚ୍ଛା ନ ଥାଇ ସବୁ ସର୍ତ୍ତରେ ମନ ହୁଏ ରାଜି
କିଏ ଜିତେ କିଏ ହାରେ ସମୟ ହିଁ କହିପାରେ
ସାକ୍ଷୀ ରାତି ଦିନ 🎶
ହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ 🎶
ହାଏରେ ଜୀବନ🎶
🎶🎶🎶🎶
🎶🎶🎶
ସମୟଟା ଭରସାର ନଈ ଡେଇଁ
ଖେଳେ ସିନା ଚକା ଭଉଁରୀ
ଭାବନାଟା ନୂଆ କିଛି ଆଶା ନେଇ
କୁହୁଡିରେ ଯାଏ ପହଁରି।
ସମୟଟା ଭରସାର ନଈ ଡେଇଁ
ଖେଳେ ସିନା ଚକା ଭଉଁରୀ
ଭାବନାଟା ନୂଆ କିଛି ଆଶା ନେଇ
କୁହୁଡିରେ ଯାଏ ପହଁରି।
ଛାତିଟା ଏବେ ପାରୁନି ସହି
ଦୁଃଖ ଲାଗେ ନୂଆ
ଆଖିକୁ ଦିଶୁନି କିଛି
ଚାରିଆଡେ ଧୂଆଁ ପୃଥିବୀ କାଇଁ ଲାଗୁଛି ଫିକା
ଲିଭିଗଲା ରଙ୍ଗ
ଆକାଶେ ଆଜି ସୁରୁଜ ନାହିଁ
ଲୁଚେଇଲା ମେଘ
ପୃଥିବୀ କାଇଁ ଲାଗୁଛି ଫିକା
ଲିଭିଗଲା ରଙ୍ଗ
ଆକାଶେ ଆଜି ସୁରୁଜ ନାହିଁ
ଲୁଚେଇଲା ମେଘ
କେବେ ଖରା କେବେ ଛାଇ
ମୋ ସାଥେ ଖେଳୁ କାହିଁ
ଏତେ ଛକି ଶୂନ
ହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ
ହାଏରେ ଜୀବନ🎶
ଭାଙ୍ଗିଯାଏ ହୃଦୟର ବାଲିଘର
ଝଡ ପରି ଲାଗେ ଚଇତି
ବେଳେ ବେଳେ ହସିବାକୁ ପଡେ ଏଠି
କୋହକୁ ଛାତିରେ ସାଇତି।
ଭାଙ୍ଗିଯାଏ ହୃଦୟର ବାଲିଘର
ଝଡ ପରି ଲାଗେ ଚଇତି
ବେଳେ ବେଳେ ହସିବାକୁ ପଡେ ଏଠି
କୋହକୁ ଛାତିରେ ସାଇତି।
ଭିଡ଼ ଭିତରେ ଲାଗେରେ ଏକା
ଆଖିଯାଏ ଭିଜି
ଇଚ୍ଛା ନ ଥାଇ ସବୁ ସର୍ତ୍ତରେ ମନ ହୁଏ ରାଜି
କିଏ ଜିତେ କିଏ ହାରେ ସମୟ ହିଁ କହିପାରେ
ସାକ୍ଷୀ ରାତି ଦିନ 🎶
ହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ
ହାଏରେ ଜୀବନ🎶
🎶🎶🎶🎶
🎶🎶🎶
ସମୟଟା ଭରସାର ନଈ ଡେଇଁ
ଖେଳେ ସିନା ଚକା ଭଉଁରୀ
ଭାବନାଟା ନୂଆ କିଛି ଆଶା ନେଇ
କୁହୁଡିରେ ଯାଏ ପହଁରି।
🎶🎶🎶🎶
ସମୟଟା ଭରସାର ନଈ ଡେଇଁ
ଖେଳେ ସିନା ଚକା ଭଉଁରୀ
ଭାବନାଟା ନୂଆ କିଛି ଆଶା ନେଇ
କୁହୁଡିରେ ଯାଏ ପହଁରି।
🎶🎶🎶
ଛାତିଟା ଏବେ ପାରୁନି ସହି
ଦୁଃଖ ଲାଗେ ନୂଆ
ଆଖିକୁ ଆଉ ଦିଶୁନି କିଛି
ଚାରିଆଡେ ଧୂଆଁ
ରାତି ସରେ
ସ୍ମୃତି ଆସି ବାଟ ଘେରେ
ବୁଝେ ନାହିଁ ମନ
ହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ
ହାଏରେ ଜୀବନ🎶
ଭିନ୍ନ ଭିନ୍ନ ରାତି ସରେ
ସ୍ମୃତି ଆସି ବାଟ ଘେରେ
ବୁଝେ ନାହିଁ ମନହାଏରେ ଜୀବନ 🎶
ହାଏରେ ଜୀବନ
ହାଏରେ ଜୀବନ
ହାଏରେ ଜୀବନ🎶
ପୃଥିବୀ କାଇଁ ଲାଗୁଛି ଫିକା
ଲିଭିଗଲା ରଙ୍ଗ
ଆକାଶେ ଆଜି ସୁରୁଜ ନାହିଁ
ଲୁଚେଇଲା ମେଘ
……. 😪….