ପ୍ରେମର ସହିତ ଗାଯାଯିଥିବା ଓଡିଆ ଭକ୍ତି ଭଜନ “ହସିଦେ ହସିଦେ ମାଆ ମୋର” ର ସଂପୂର୍ଣ୍ଣ ଗୀତି ଶବ୍ଦ ଓ ଅନୁଭବ | ଓଡିଆ ଭଜନ ପ୍ରେମୀଙ୍କ ପାଇଁ ସର୍ବଶ୍ରେଷ୍ଠ ଚୟନ |
ହସିଦେ ହସିଦେ ମାଆ ମୋର ଭଜନ ଓଡିଆ | Haside Haside Maa Mora Odia Lyrics
ମାଆ …..ମୋ…..ମାଆ
ହସିଦେ ମୋ ମାଆ….
ତୋ ପଣତ ଛାଇରେ ଜୀବନ ମୋର
ତୋ ବିନା ଲାଗେ ମତେ ସବୁ ଅନ୍ଧାର
ତୋ କୋଳଟି ମୋ ପାଇଁ ସରଗ ପୁର
ତୁ ପରା ଏ ଘରେ ଚଳନ୍ତି ଠାକୁର
କାହିଁକି ରୋଷିଛୁ ତୁ ମଉନେ ବସିଛୁ
କାହିଁକି ରୋଷିଛୁ ତୁ ମଉନେ ବସିଛୁ
ତୋ ହସରେ ହସିବ ଆମ ସଂସାର
ହସିଦେ 🎶🎶🎶
ହସିଦେ ହସିଦେ ମାଆ ମୋର
କାହିଁକି ଶୁଖିଛି ମୁହଁ ତୋର
ହସିଦେ ଲୋ ସୁନା ମାଆ ମୋର
ହସିଲେ ତୁ ହସେ ଏଇ ଘର
କେତେ ଉଷା ବ୍ରତ କରୁ
ଆମରି ମଙ୍ଗଳ ପାଇଁ
କେତେ ଅଭିଲାଜୀ ଲାତି ଥିବ ଆମକୁ ପାଳିବା ପାଇଁ
ମାଆ ର ଅବଦାନକୁ
କିଏ ବା ସୁଝି ପାରିବ
ମାଆର ଯନ୍ତ୍ରଣା କେତେ
କିଏ ବା ବୁଝି ପାରିବ
ଥରୁଟେ ହସିଦେ ତୁ
ଥରୁଟେ ହସିଦେ
ଥରୁଟେ ହସିଦେ ତୁ
ଥରୁଟେ ହସିଦେ
ଆମ ପାଇଁ ଝୁରୁଛି କି ଲୁହରଧାର
ହସିଦେ 🎶🎶🎶
ହସିଦେ ହସିଦେ ମାଆ ମୋର
କାହିଁକି ଶୁଖିଛି ମୁହଁ ତୋର
ହସିଦେ ଲୋ ସୁନା ମାଆ ମୋର
ହସିଲେ ତୁ ହସେ ଏଇ ଘର
ସାତ ସରଗର ସୁଖ ମା କୋଳେ ମିଳିଯାଏ
ମା ର ଆଶିଷ ଥିଲେ ଭାଗ୍ୟ ବି ବଦଳି ଯାଏ
ଆଖିରୁ ଲୁହ ଝରିଲେ
ତୋ ପଣତରେ ପୋଛି ଦଉ
ତୁ ଯଦି ଦୁଃଖରେ ରହୁ
ଆମ ସୁଖ କି ଆସିବ ଆଉ
ମାଆର ମମତାକୁ
ମାପିକେ ପାରିବ
ମାଆର ମମତାକୁ
ମାପିକେ ପାରିବ
ମାଆ ବିନା ଅନ୍ଧକାର ଏ ସାରା ସଂସାର
ହସିଦେ 🎶🎶🎶
ହସିଦେ ହସିଦେ ମାଆ ମୋର
କାହିଁକି ଶୁଖିଛି ମୁହଁ ତୋର
ହସିଦେ ଲୋ ସୁନା ମାଆ ମୋର
ହସିଲେ ତୁ ହସେ ଏଇ ଘର
Related Blogpost :
ଜଗନ୍ନାଥ ମାଟିରେ ଜନ୍ମ ଓଡିଆ ଭଜନ ଗୀତ | Jagannath Matire Janma Odia Lyrics – ଶ୍ରୀଜଗନ୍ନାଥ ଭଜନ