50+ Best Funny Odia Jokes

Best Funny Odia Jokes

50+ Best Funny Odia Jokes

Facebook
WhatsApp
Telegram

Funny Odia Jokes : Did you know laughter is the best medicine? I hope you’ll find these funny jokes enjoyable. 🙂

You may have a good sense of humor, but do you have the best sense of humor?

ବାପା : ପାଠ ପଢ଼ିବୁନି ତ କଣ
କରିବୁ ?
ଚିଣ୍ଟୁ : ବସ ଚଳେଇବି,
ପରେ ନୂଆ ବସ କିଣିବି
ସ୍ତ୍ରୀ କୁ ପାଠ ପଢ଼େଇବି,
କଲେକ୍ଟର କରିବି,
ତମ ନାଁ ରେ hospital
ଖୋଲିବି

ବାପା : ଭକୁଡା ପିଲା
ତୁ ପୁଣି ଆଜି setmax ରେ
Sooryavansham
ଦେଖିଲୁ l

ପିଣ୍ଟୁ : ମୋ ବାପାଙ୍କ ଆଗରେ ବଡ ବଡ ଲୋକବି ଥାଳ ଧରି ଛିଡ଼ାହୋଅନ୍ତି l
ଚିଣ୍ଟୁ :ତାହେଲେ ତୋ ବାପା ଖୁଵ ଧନୀ ହୋଇଥିବେ
ପିଣ୍ଟୁ : ନା, ସେ ଗୁପଚୁପ ଦୋକାନୀ

ମା : ଧନରେ ସେଓ ଖାଇଦେ
ପୁଅ : ନା..
ମା : ଠିକ ଅଛି, କଦଳୀ
ଖାଇଦେ
ପୁଅ : ନା
ମା(ରାଗରେ ): ପୁରା ବାପା ଉପରେ ଯାଇଛୁ ନା, ଚପଲ ଖାଇବୁ

ସ୍ତ୍ରୀ : ଖବରକାଗଜରେ ବାହାରିଛି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିକିଦେଲେ
ସ୍ୱାମୀ : କାହିଁକି ?
ସ୍ତ୍ରୀ : ଗୋଟିଏ ସାଇକେଲ ଆଣିବା ପାଇଁ l ତମେ ସେମିତି କରିବନି ତ l
ସ୍ୱାମୀ : ମୁଁ କଣ ଏଡ଼େ ମୂର୍ଖ l ତମ ବଦଳରେ ଗୋଟେ କାର ଆଣିବି

୧ମ ଗଧ : ମୋ ମାଲିକ ମୋତେ ବହୁତ ମାରୁଛି ସାଙ୍ଗ l

୨ ୟ ସାଙ୍ଗ : ତୁ କାହିଁକି ପଳାଇଯାଉନୁ ?

୧ମ ଗଧ : ଛାଡ଼ିକି ପଳାଇଯାଇଥାନ୍ତି….
ହେଲେ ଏଠାରେ ଭବିଷ୍ୟତ ଅଛି….

୨ୟ ଗଧ : କ’ଣ ଭବିଷ୍ୟତ ଅଛି?
୧ ମ ଗଧ : ମାଲିକର ଗୋଟେ ସୁନ୍ଦର ଝିଅ ଅଛି l ସେ ଯେବେ କିଛି ଦୁଷ୍ଟାମୀ କରେ, ମାଲିକ କହେ….
” ତୋ ବାହାଘର ଗଧ ସହ କରିଦେବି…..”
କେବଳ ସେହି ଆଶା ନେଇ ମୁଁ ଏଠାରେ କଷ୍ଟରେ ଅ

ଗୋଟେ ଝିଅ mobile ଦୋକାନ ଗଲା
ଝିଅ :- ଭାଇ… ମୋ mobile ରେ ଟିକେ mp3 songs ପୁରେଇ ଦିଅ…. l
ଦୋକାନୀ :- ମେମୋରୀ କାର୍ଡ଼ ଅଛି ?
ଝିଅ : ମେମୋରୀ କାର୍ଡ଼ ତ ନାଇ, କିନ୍ତୁ ଭୋଟର କାର୍ଡ଼ ଆଉ ଆଧାର କାର୍ଡ଼ ଅଛି…. l please ଟିକେ ଶୀଘ୍ର ପୂରେଇଦିଅ!!!

ସାର : କ୍ଲାସରେ ପିଲାଙ୍କୁ କହିଲେ ପିଲା ଚିକେନ, ମାଛ, ଆଇଁଷ ଖାଇବ ନାହିଁ l
ଛାତ୍ର : ନା ଖାଇବୁ ନାହିଁ l
ସାର : ଝିଅ ମାନଙ୍କୁ ଚାହିଁବ ନାହିଁ l
ଛାତ୍ର : ନା ଚାହିଁବୁ ନାହିଁ l
ସାର : ମଦ, ବିଡି, ସିଗାରେଟ ଖାଇବୁ ନାହିଁ l
ଛାତ୍ର : ନା ଖାଇବୁ ନାହିଁ l
ସାର : ପିଲା ଦରକାର ପଡିଲେ ଦେଶ ପାଇଁ ଜୀବନ ଦେବ l
ଛାତ୍ର : ହଁ, ସାର ଦେଉଦେବୁ ଏମିତି ଜୀବନ ରଖି ଲାଭ କ’ଣ?

(ଟ୍ରେନ ରେ ଯିବାବେଳେ ୨ ଯାତ୍ରୀ ଝଗଡା କରୁଥିଲେ l ପ୍ରଥମ ବ୍ୟକ୍ତି ଦ୍ଵିତୀୟ ବ୍ୟକ୍ତିକୁ କହୁଥାଏ )
ପ୍ରଥମ ବ୍ୟକ୍ତି – ହଇଓ ବାବୁ, ତୁମେ ମୋ ପକେଟରେ ହାତ ପୁରାଇଥିଲ କାହିଁକି ?
ଦ୍ଵିତୀୟ ବ୍ୟକ୍ତି – ଦେଖ, ମୋ ପାଖରେ ବିଡିଟିଏ ଥିଲା l ଭାବିଲି ଆପଣଙ୍କ ପକେଟରେ କାଳେ ଦିଆସିଲି ଥିବ ବୋଲି l

ପ୍ରଥମ ବ୍ୟକ୍ତି : ଏକଥା ତ ମୋତେ କହିପାରିଥାନ୍ତ l

ଦ୍ୱିତୀୟ ବ୍ୟକ୍ତି : କହିଥାନ୍ତି ଯେ, ହେଲେ ମୋର ପିଲାବେଳୁ ଅଭ୍ୟାସ ମୁଁ ଅପରିଚିତ ଲୋକଙ୍କ ସହିତ କଥାବାର୍ତା କରେ ନାହିଁ l

ପ୍ରେମିକ – ହାଇ…
ପ୍ରେମିକା : ହେଲୋ ଜାନୁ…
ପ୍ରେମିକ – କେଉଁଠି ଅଛ ?
ପ୍ରେମିକା – ମୁଁ ମୋ ବାପାଙ୍କ BMW ରେ ପୁରୀ ଯାଉଛି, ବର୍ତ୍ତମାନ ଡ୍ରାଇଭର ମୋତେ କ୍ଳବ ହାଉସରେ ଛାଡିବ, ତା ପରେ ମୁଁ ବିଗ ବଜାର ଯାଇ ଶପିଂ କରିବି, ତା ପରେ ତୁମକୁ call କରିବି! ତୁମେ କଉଠି ଅଛ..

ପ୍ରେମିକା- ମୁଁ ତମ ପଛ seat ରେ ବସିଛି, ତୁମ ଟିକେଟ ପଇସା ଦେଇଦେଇଛି, ତୁମେ ଦିଅନି…

ଅଫିସରେ ରାଜେଶ ବିକାଶକୁ –
ତୁ ଆଜି ଟିଫିନ ରେ କ’ଣ ଆଣିଛୁ ମୋତେ ଟିକେ ଦେଲୁ l

ବିକାଶ – କାଇଁ କିଛି ଖାଇକି ଆସିନୁ କି ?

ରାଜେଶ – ନା, ରେ l
ବିକାଶ – କାହିଁକି ?

ରାଜେଶ – କାଲି ତୋ ଭାଉଜ ରାଗିଥିଲା l ତାକୁ ମୁଁ whatsApp ରେ ‘ପ୍ରିୟତମା ‘ ଲେଖୁ ଲେଖୁ ”ପ୍ରେତାତ୍ମା ” ହେଇଗଲା

ଗୋଟେ ଧନୀ ଲୋକ ରାସ୍ତାରେ ଯାଉଥିଲେ,
ଚା ପିଇବାକୁ ଇଚ୍ଛା ହେଲା ତେଣୁ ଢ଼ାବା ରେ
ଗାଡି ରୋକି ଚା ଅର୍ଡର ଦେଲେ…

ଢ଼ାବା ରେ କାମ କରୁଥିବା ଛୋଟ ଚା ନେଇକି ଆସିଲା… ଚା ଗିଲାସରେ ନିଜ ଆଙ୍ଗୁଠି ପୁରେଇ ଥିବାରୁ ଲୋକ
ଜଣକ ରାଗିଯାଇ କହିଲା….
କେତେ ଅପାଠୁଆ ଅଭଦ୍ର ଶଳା ଚା ଗିଲାସରେ ଆଙ୍ଗୁଠି ପୁରେଇ ଦେଉଛୁ

ଛୋଟୁ :- sorry sir, ଆଙ୍ଗୁଠିରେ ଟିକେ ଦରଜ ଥିଲା ସେଥିପାଇଁ….
ଲୋକ :- ପେଲେଇ ପୁଅ ଯଦି ଆଙ୍ଗୁଠି ଦରଜ ଥିଲା ତାହେଲେ ନିଜ ଗାଣ୍ଡିରେ ପୁରେଇ ଦେଲୁନୁ….

ଛୋଟୋ :- ଏତେବେଳ ଯାଏ ଗାଣ୍ଡିରେ ପୁରେଇ ରଖିଥିଲି ତୋ ଗରମ ଚା ଦେଖି ସେଠୁ ବାହାର କରି ଚା ରେ ବୁଡେଇ ଦେଲି.

ଜଙ୍ଗଲରେ ବାଘର ବାହାଘର ବଡ ଧୁମ ଧାମ ରେ ହେଉଥାଏ l ସବୁ ଜୀବଜନ୍ତୁ ମନ ଖୁସିରେ ନାଚୁଥାନ୍ତି l

ଗୋଟେ କୋଣରେ ମୂଷା ବି ମହାଆନନ୍ଦରେ ନାଚୁଥାଏ l

ଏହା ଦେଖି ବିଲୁଆ : ଆରେ ମୂଷା ଭାଇ ତମେ ଏତେ ଖୁସିରେ କାହିଁକି ନାଚୁଛ ?

ମୂଷା :- ମୋ ସାନ ଭାଇର ବାହାଘର ହଉଛି ଆଉ ମୁଁ ନାଚିବିନି l

ବିଲୁଆ :- ବାଘ କେମିତି ତମ ସାନ ଭାଇ ହବ ?

ମୂଷା :- ମୁଁ ବି ବାହାଘର ପୂର୍ବରୁ ବାଘ ଥିଲି l

ଜଣେ ଭକ୍ତ ତପସ୍ୟା କରିବା ପରେ ଭଗବାନ ସନ୍ତୁଷ୍ଟ ହୋଇ ଦର୍ଶନ ଦେଇ କହିଲେ – ମୁଁ ତମ ଉପରେ ପ୍ରସନ୍ନ l ମାଗ ଯାହା ଇଚ୍ଛା ମାଗ l

ଭକ୍ତ : ମୁଁ ବିଦ୍ୟା ବାଲାନକୁ ବାହା ହବାକୁ ଚାହୁଁଛି

ଭଗବାନ : ଏ ଇଚ୍ଛା ତ ପୂରଣ କରିପାରିବି ହେଲେ ଆଉ ଥରେ ଭାବ l କାରଣ ବିଦ୍ୟାଙ୍କର ଶାଢ଼ୀ ଭାରି ପ୍ରିୟ l ଆଉ ଗୋଟେ ଶାଡୀ ର ଦାମ ଲକ୍ଷେ ଟଙ୍କା l ଏତେ ଦାମୀ ଶାଢ଼ୀ ଦେଇପାରିବ ତ ?

ଭକ୍ତ :- ତା ‘ ହେଲେ କିଛି ଉପାୟ ବତାନ୍ତୁ l
ଭଗବାନ :- ମୁଁ ତୁମ ବିବାହ ମଲ୍ଲୀକା ଶେରୱାତ ସହ କରାଇ ଦେଉଛି 😄

‘ମୁଁ ତମକୁ ଭଲ ପାଏ ‘
ଏହି sms ଟି ୧୧ ଜଣ ଝିଅଙ୍କୁ ପଠାନ୍ତୁ
ଏବଂ ପାଆନ୍ତୁ ପାଖରେ ଥିବା ପୋଲିସ ଷ୍ଟେସନ ରେ ଦୁଇ ଦିନ ଓ ତିନି ରାତି ବିତେଇବାର ମୌକା
ଏହା ସହ ଖାଇବା ପିଇବା ଓ ବଡି ମସାଜ ବିଲକୁଲ ଫ୍ରୀ

ଅଫର କେବେଳ ଆଜି – *
ଅଧିକ ଜାଣିବା ପାଇଁ 100 ନମ୍ବରକୁ ଡାଏଲ କରନ୍ତୁ

Best Funny Odia Jokes

Friends Odia Story

Best Funny Odia Jokes, Best Funny Odia Jokes, Best Funny Odia Jokes, Best Funny Odia Jokes, Best Funny Odia

Leave a Comment

You cannot copy content of this page