Children Quotes in Odia : As we know that children are the hope of everyone. Keeping this thought in mind, here are some amazing quotes and sayings by famous writers on children. Hopefully, you were able to learn a few new things from them as well!
In case you didn’t find what you were looking for, don’t worry! You can keep going through our blog for more inspirational quotes on parenting.
We hope that you enjoyed reading the articles on this blog. In case, you have more to share about the best quotes for your kids, write a new article and submit it along with your weekly picture. We will feature it on our blog soon. Happy parenting!
No doubt, children are the joy of life. However, they can also get you in trouble if you don’t know how to deal with them. To sum it up, keep telling them things that inspire and motivate and avoid being a jerk all the time. Your children will surely thank you for it!
Children Quotes in Odia
କହିବା ମଧୁର – ବିନୟ ବଚନ
ତୋଷିବ ସକଳ ଜନ,
ପର ହିତେ ଯିଏ – ଜୀଵନ ଦିଅଇ
ସେ ଏକା ଜଗତେ ଧନ୍ୟ
ଫଳ ଭାରେ ଯଥା -ବୃକ୍ଷ ଅବନତ
ଜଳ ଭାରେ ମେଘମାଳ,
ବିଦ୍ୟା ସମ୍ପଦରେ – ନମନ୍ତି ତେସନ
ବୁଧମାନେ ଚିରକାଳ
ଅଳ୍ପ ଅଳ୍ପ ସଞ୍ଚି – କ୍ଷୁଦ୍ର ମହୁମାଛି
ଗଢେ କେଡେ ମଧୁକୋଷ,
ପର ଉପକାରେ-ବାଣ୍ଟି ଅକାତରେ
ଜଗତକୁ କରେ ତୋଷ
ପୃଥିବୀଠୁଁ ବଡ – ଜନନୀ ଅଟନ୍ତି
ସରାଗଠୁଁ ବଡ ପିତା,
ତାଙ୍କ କଇଲାଣ -ଲଭେ ଯେହୁ ନର
ସେ ଏକା ଜଗତଜିତା
ସମ୍ପଦେ ଚାତର -ବିପଦେ କାତର
ନୁହେଁ ମାନବର ଧର୍ମ,
କ୍ଷୁଦ୍ର, ଧନହୀନ – ହୁଅ ପଛେ ତୁମେ
କରିପାର ମହାକର୍ମ
ପିତାମାତା ଠାରୁ – ବଡ ଦେବତା କେ
ସରଗ ରାଇଜେ ନାହିଁ,
ତାଙ୍କରି ଆଶିଷ -ସାହା ଏକା ସିନା
ଵିପଦୁ ତରିବା ପାଇଁ
Coming soon
Thank you for visiting our website